ରାଜସ୍ଥାନର କୋଟାଠାରେ ଡଙ୍ଗା ବୁଡ଼ି ଦୁର୍ଘଟଣା ଜନିତ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

0

ରାଜସ୍ଥାନର କୋଟାଠାରେ ଏକ ଡଙ୍ଗା ବୁଡ଼ି ଦୁର୍ଘଟଣାରେ ଜୀବନହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜସ୍ଥାନର କୋଟାଠାରେ ଡଙ୍ଗା ବୁଡ଼ିଯିବା ଦୁର୍ଘଟଣାରେ ମର୍ମାହତ । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ମୋର ସମବେଦନା” ।

 

Anguished by the capsizing of a boat in Kota, Rajasthan. My thoughts are with those who have lost their near and dear ones: PM @narendramodi

Leave A Reply

Your email address will not be published.